Over 10 mio. titler Fri fragt ved køb over 499,- Hurtig levering 30 dages retur

Sphardhita Naree Swara

- Kalajayee O Samakala Odia Kabita

Forfatter: info mangler
Bog
  • Format
  • Bog, paperback
  • 300 sider

Beskrivelse

ପ୍ରାଚୀନ ଓଡ଼ିଆସାହିତ୍ୟରେ ନାରୀକବିଙ୍କ ସଂଖ୍ୟା ସୀମିତ । ମାତ୍ର ସୁଖର କଥା ଯେ ଆଧୁନିକ ଯୁଗରେ ନାରୀଶିକ୍ଷାର ପ୍ରସାର ଘଟିବା ଫଳରେ ନାରୀକବିମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିଛି ଏବଂ ସେମାନଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ । ଏଥିନିମନ୍ତେ ଊନବିଂଶ ଶତାବ୍ଦୀର ପତ୍ରପତ୍ରିକା ଏକ ପ୍ରଶସ୍ତ ମାର୍ଗଟିଏ ପ୍ରସ୍ତୁତ କରିଛି । ସାଂପ୍ରତିକ ସମୟରେ ଯଦିଓ ସୋସିଆଲ୍ ମିଡ଼ିଆ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ମାତ୍ର ପ୍ରକାଶନ ଜଗତର ଅବଦାନ ମଧ୍ୟ କିଛି କମ୍ ନୁହେଁ । ଉକ୍ତ ସଂକଳନରେ ପଞ୍ଚଦଶ ଶତାବ୍ଦୀରୁ ୧୯୮୫ ମସିହା ମଧ୍ୟରେ ଜନ୍ମିତ କବିମାନଙ୍କର କବିତାକୁ ସଂକଳନ ପରିସରଭୁକ୍ତ କରାଯାଇଛି । ସଂପ୍ରତି ନାରୀକବିଙ୍କର ସଂଖ୍ୟା ଆଦୌ ଗୌଣ ମନେହୁଏନା; ଯାହା ଓଡ଼ିଆ ସାହିତ୍ୟ ପାଇଁ ଅତ୍ୟନ୍ତ ଶୁଭଙ୍କର । ଉକ୍ତ ପୁସ୍ତକଟି ଗବେଷକ, ଛାତ୍ରଛାତ୍ରୀ ତଥା ପାଠକୀୟତା ହାସଲ କଲେ ଅନୁଗୃହୀତ ହେବି ।





Læs hele beskrivelsen
Detaljer
  • Sidetal300
  • Udgivelsesdato10-03-2022
  • ISBN139781645602606
  • Forlag BLACK EAGLE BOOKS
  • FormatPaperback
  • Udgave0
Størrelse og vægt
  • Vægt426 g
  • Dybde1,7 cm
  • coffee cup img
    10 cm
    book img
    14 cm
    21,6 cm

    Findes i disse kategorier...

    Se andre, der handler om...

    Machine Name: SAXO081