Over 10 mio. titler Fri fragt ved køb over 499,- Hurtig levering 30 dages retur

Coronakala

- Mishra, S: Coronakala

Bog
  • Format
  • Bog, paperback
  • 112 sider

Beskrivelse

" କରୋନା କାଳ" ବହିଟି ଡ ସୁମିତ୍ରା ମିଶ୍ରକଂର ପ୍ରଥମ ଏକାଙ୍କିକା ସଂକଳନ ।ଏଥିରେ ସନ୍ନିବେଶିତ ମାତ୍ର ଚାରି ଟି ଏକାଙ୍କିକା।ସବୁଗୁଡିକ କରୋନା ସମୟର ବିଭିନ୍ନ ପରିସ୍ଥିତିର ବାସ୍ତବ ଚିତ୍ର ବହନ କରେ!!

କରୋନା ମହାମାରୀ କାଳରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଅବଶେଷ ରେ ସମସ୍ତେ ରୋଗ ଓ ମୃତ୍ୟୁକୁ ବିଭିନ୍ନ ରୂପରେ ସାମ୍ନା କରିଛନ୍ତି। ଏହି ପୀଡ଼ା ଲେଖିକା ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ଏହି ନାଟକଗୁଡ଼ିକ ରେ!



କରୋନା ଉପରେ ଲେଖିକାଙ୍କ ର ଦୁଇଟି ଗଳ୍ପ " କରୋନା କବଳେ" ଓ " କରୋନା କାଳୀକା", ଗୋଟିଏ କବିତା ବହି " କରୋନା କଷଣ" ପ୍ରକାଶିତ ହୋଇ ସାରିଛି।

Læs hele beskrivelsen
Detaljer
  • Sidetal112
  • Udgivelsesdato21-05-2022
  • ISBN139781645602767
  • Forlag BLACK EAGLE BOOKS
  • FormatPaperback
  • Udgave0
Størrelse og vægt
  • Vægt152 g
  • Dybde0,6 cm
  • coffee cup img
    10 cm
    book img
    14 cm
    21,6 cm

    Findes i disse kategorier...

    Se andre, der handler om...

    Machine Name: SAXO081