Over 10 mio. titler Fri fragt ved køb over 499,- Hurtig levering 30 dages retur

Chitrarupa

- Satpathy, P: Chitrarupa

Bog
  • Format
  • Bog, paperback
  • 156 sider

Beskrivelse

ପ୍ରତୀକ୍ଷାର ଶେଷଦାଢ଼ରୁ

ମେଘପକ୍ଷୀ ବଜେଇପାରେ

ପ୍ରାପ୍ତିର ମୃଦଙ୍ଗ,

ତା'ଓଠର ଅତି ନିକଟରେ

ବିନ୍ଦୁବିନ୍ଦୁ ଜଳର ସୁଦୃଶ୍ୟ

ଆକର୍ଷଣ ଥିଲେ ବି

ସେ'ଶୋଷି ପାରେନି

ଶୋଷର ଢ଼ଳଢ଼ଳ ଶୋଷ କି

ନିରୋଧି ପାରେନି

ବେଗର ଆବେଗ ।



ଅନୁଗ୍ରହର ଗର୍ଭରେ ସେ'ଏକ

ଦିନବାହୁଡ଼ା ଗୀତର

ନିଶବ୍ଦ ଭିକ୍ଷାପାତ୍ର,

କୋଷ ହୀନ କୋଷିକାର

ନିସ୍ପନ୍ଦ ଆବେଦନ,

ଦାହ ସରିଥିବା ଦେହର

ପାଂଶୁଳ ଚିତ୍କାର ।



ସେ' କହେ

ପ୍ରତ୍ୟେକ ନାରୀ କ'ଣ

ମୋ'ପରି ଚିତ୍ରିତ

ଚିତ୍ରରୂପା ନୁହଁ...?

Læs hele beskrivelsen
Detaljer
  • Sidetal156
  • Udgivelsesdato06-09-2021
  • ISBN139781645602125
  • Forlag BLACK EAGLE BOOKS
  • FormatPaperback
  • Udgave0
Størrelse og vægt
  • Vægt206 g
  • Dybde0,8 cm
  • coffee cup img
    10 cm
    book img
    14 cm
    21,6 cm

    Findes i disse kategorier...

    Se andre, der handler om...

    Machine Name: SAXO081